ସୋଲିସ୍ 4415 – ସବୁଠାରୁ ସକ୍ତିଶାଳୀ ମଲ୍ଟିସ୍ପିଡ୍ ଟ୍ରାକ୍ଟର, 13.6 - 28 ପଛ ଟାୟାର ର ଏକ୍ସପର୍ଟ, ଯାହା ହେଉଛି ବିକାଶଶୀଳ କୃଷକଙ୍କର ପ୍ରଥମ ପସନ୍ଦ।
ସୋଲିସ୍ ର ସବୁଠାରୁ ଶକ୍ତିଶାଳୀ ମଲ୍ଟିସ୍ପିଡ୍ ଟ୍ରାକ୍ଟରଗୁଡିକର ଆଧୁନିକ ବୈଶିଷ୍ଟ୍ୟଗୁଡିକ – 10F + 5R ମଲ୍ଟିସ୍ପିଡ୍ ଟ୍ରାନ୍ସମିସନ୍ (ବିଶେଷ 5ତମ ଗିଅର ସହିତ), ଶକ୍ତିଶାଳୀ E3 ଇଞ୍ଜିନ୍ ଯାହା 20% ଅଧିକ ଟର୍କ ଦିଏ, 2000 KG ର ହାଇଡ୍ରୋଟ୍ରନିକ୍ ହାଇଡ୍ରୋଲିକ୍ ଲିଫ୍ଟିଂ କ୍ଷମତା, ବର୍ଗରେ ସବୁଠାରୁ ଅଧିକ 41.6 HP ର PTO ପାୱାର, ଇଣ୍ଟରନ୍ୟାସନାଲ୍ ଡିଜାଇନ୍, 4-ୱେ ଏଡ୍ଜଷ୍ଟେବଲ୍ ସିଟ୍ ଓ 24-ଇଞ୍ଚ ର ଓଉଡ୍ ଫ୍ଲାଟ୍ ପ୍ଲାଟଫର୍ମ।
ସୋଲିସ୍ 4415 2WD ଟ୍ରାକ୍ଟର – 45 HP ର ଶକ୍ତି, 13.6x28 ର ପଛ ଟାୟାର, ସିଙ୍ଗଲ୍ କ୍ଲଚ୍ ଓ ରିଭର୍ସ୍ PTO ସହିତ ବର୍ତ୍ତମାନ କେବଳ ₹6,79,999 ରେ ଉପଲବ୍ଧ, ଯାହା ସହିତ ₹1,50,000 ର ଅଗ୍ରିମ ସବସିଡି ମିଳୁଛି। ଏହା ସହିତ କମ୍ପାନୀ ଫିଟେଡ୍ ଆକ୍ସେସରିଜ୍ – ଫ୍ରଣ୍ଟ ଭେଟ୍ କ୍ୟାରିଅର୍, ରିଅର୍ ଟୋ ହୁକ୍ ଓ ଡ୍ରଅ ବାର୍ ମଧ୍ୟ ଅନ୍ତର୍ଭୁକ୍ତ।
AFL ର ସହଜ ଫାଇନାନ୍ସ ସ୍କିମ୍ ଅନୁସାରେ କେବଳ ₹75,000 ଡାଉନ୍ ପେମେଣ୍ଟ ଦେଇ ଆଜିଠାରୁ ଆପଣଙ୍କର ସୋଲିସ୍ ଟ୍ରାକ୍ଟର ଘରକୁ ନେଇଯାଅନ୍ତୁ।
ଅଧିକ ସୂଚନା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ: 8334915100, ଟୋଲ୍ ଫ୍ରି: 1800 1200 76547
ତୁରନ୍ତ କରନ୍ତୁ! ଏହି ଅଫର୍ କେବଳ ଓଡ଼ିଶା ପାଇଁ ଏବଂ ସୀମିତ ସମୟ ପାଇଁ ବୈଧ। ନିୟମ ଓ ସର୍ତ୍ତାବଳୀ ଲାଗୁ।
Posted on : 16 May 2025 5:50 PM